fbpx
BSKY SKY
BSKY SKY

ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି: ୨୨ ଜଣ ଆକ୍ରାନ୍ତ, ୧୦ ଛାତ୍ରୀଙ୍କ ଅବସ୍ଥା ଗୁରୁତର

BSKY

କୁଚିଣ୍ଡା: ଆଶ୍ରମ ସ୍କୁଲ ପାଇଁ ଏବେ ବିପଦ ସାଜିଛି ଝାଡ଼ାବାନ୍ତି । ୨୨ ଜଣ ଅନ୍ତେବାସୀ ଏଥିରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି । ତେବେ ଏଥିମଧ୍ୟରୁ ୧୦ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରତର ରହିଛି । ସମସ୍ତଙ୍କୁ ଉଦ୍ଧାର କରି କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ରୀମାନେ ଗତ ୪ ଦିନରୁ ଝାଡ଼ାବାନ୍ତିରେ ପୀଡ଼ିତ ରହିଛନ୍ତି । ଯାହାକୁ ନେଇ ଏବେ ଆଶ୍ରମ ସ୍କୁଲରେ ଭୟ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.