fbpx

ବିଲ ହୁଡ଼ାରୁ ବାହାରୁଛି ଡିଜେଲ!

କନ୍ଧମାଳ, ୮ା୨(ଓଡ଼ିଶା ଭାସ୍କର): କନ୍ଧମାଳ ସ୍ଥିତ ଦାରିଙ୍ଗବାଡ଼ିରେ ଏକ ବିଲ ହୁଡ଼ାରୁ ଡିଜେଲ ବାହାରୁଛି । ପେଟ୍ରୋଲ ପମ୍ପ ନିକଟରେ ଥିବା ବିଲ ହୁଡ଼ାରୁ ବାହାରୁଛି ଡିଜେଲ । କିନ୍ତୁ ପେଟ୍ରୋଲ ପମ୍ପ ଟାଙ୍କିରୁ ତେଲ ମଧ୍ୟ ଲିକ ହୋଇନଥିବା ସୂଚନା ମିଳିଛି । ତେଲ ଲିକ୍ ହୋଇନଥିବା ସ୍ପଷ୍ଟ କରିଛନ୍ତି ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ।

Get real time updates directly on you device, subscribe now.