fbpx

ରାଜ୍ୟ ସୂଚନା କମିସନର ଭାବେ ଦିଲୀପ ଓ ବିକ୍ରମଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

ଭୁବନେଶ୍ୱର, ୯ା୯(ଓଡ଼ିଶା ଭାସ୍କର): ରାଜ୍ୟ ସୂଚନା କମିସନର ଭାବେ ଦାୟିତ୍ୱ ନେଇଛନ୍ତି ଦୁଇ ନୂଆ ସଦସ୍ୟ । ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ ଓ ବରିଷ୍ଠ ଆଇନଜୀବୀ ବିକ୍ରମ ସେନାପତି ରାଜ୍ୟ ସୂଚନା କମିସନର ଭାବେ ଦାୟିତ୍ୱ ନେଇଛନ୍ତି । ଦୁଇଜଣଙ୍କୁ ରାଜଭବନରେ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

Get real time updates directly on you device, subscribe now.