fbpx

ରାଜ୍ୟରେ ଆଜି ୩୧୧୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୯ା୯ (ଓଡ଼ିଶା ଭାସ୍କର): ରାଜ୍ୟରେ  ଆଜି ୩୧୧୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୦୫୨୯୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସର୍ବାଧିକ ଖୋର୍ଦ୍ଧାରୁ ୧୦୨୩ଜଣ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀରୁ ୨୧୫, କଟକରୁ ୨୦୨, ମୟୁରଭଞ୍ଜରୁ ୧୫୪, କେନ୍ଦ୍ରାପଡ଼ାରୁ ୧୩୧, ଢ଼େଙ୍କାନାଳରୁ ୧୨୩, ବାଲେଶ୍ୱରରୁ ୧୦୩, ସମ୍ବଲପୁରରୁ ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.