fbpx

ଶୃଙ୍ଖଳିତ ଦର୍ଶନ ନେଇ ଲୋକସେବା ଭବନରେ ବୈଠକ

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ବୈଠକ ହୋଇଛି । ଆଇନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପି ସେହି ବୈଠକରେ ଉପସ୍ଥିତ ରହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ମଧ୍ୟ ହୋଇଛି । ସୁପ୍ରିମକୋର୍ଟଙ୍କୁ ରାଜ୍ୟ ସରକାର କମ୍ପ୍ଲାଏନ୍ସ ରିପୋର୍ଟ ଦେବେ ।

Get real time updates directly on you device, subscribe now.