fbpx

ବିଦା ହେଲେ ଆଉ ଜଣେ ସରକାରୀ ଅଧିକାରୀ, ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ବଢ଼ିଚାଲିଥିବା ବେଳେ ଏହା ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଦୁର୍ନୀତି ପାଇଁ ଆଉ ଜଣେ ସରକାରୀ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ପୂର୍ବତନ ଆରଏନ ନରୋତ୍ତମ ବେହେରାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ୱର ଶାଖାର ପୂର୍ବତନ ରିଜିଓନାଲ ମ୍ୟାନେଜର ହେଉଛନ୍ତି ନରୋତ୍ତମ ବେହେରା । ତେବେ ବର୍ତ୍ତମାନ ସୁଦ୍ଧା ୧୩୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲାଣି ।

Get real time updates directly on you device, subscribe now.