fbpx

ଓଡ଼ିଶା ବିଧାନସଭା ଭଙ୍ଗ, ସଂସଦୀୟ ବ୍ୟାପାର ବିଭାଗର ବିଜ୍ଞପ୍ତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ । ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗର ବିଜ୍ଞପ୍ତି । ଭଙ୍ଗ ନେଇ କ୍ୟାବିନେଟ୍ ମଧ୍ୟ ସୁପାରିସ କରିଥିଲା ।

ଆଜି ଚଳିତ ବିଧାନସଭାର ଶେଷ କ୍ୟାବିନେଟ୍ ବୈଠକ ବସିଥିଲା ଓ ଏଥିରେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିସ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲି ବୈଠକରେ ସାମିଲ ହୋଇଥିଲେ । ଗତକାଲି ଅର୍ଥାତ୍ ଜୁନ୍ ୪ରେ ଭୋଟ ଗଣତି ଅନୁଷ୍ଠିତ ହେବ । ଭୋଟ୍ ଗଣତି ପୂର୍ବରୁ ମନ୍ତ୍ରୀମଣ୍ଡଳ ଭଙ୍ଗ ଲାଗି ବୈଠକରେ ନିଷ୍ପତ୍ତି ହୋଇଥିଲା ।

Get real time updates directly on you device, subscribe now.