fbpx

କାଲିଠାରୁ ଗାଡିର DL ଓ LL ଟେଷ୍ଟ ବନ୍ଦ

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): କରୋନା ଭାଇରସ୍ ଯୋଗୁ ସାରା ଦେଶରେ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ହୋଇଥିବା ବେଳେ ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଛି । କରୋନା ସତର୍କତା ନେଇ ଆସନ୍ତାକାଲିଠାରୁ ଡିଏଲ(ଡ୍ରାଇଭିଂ ଲାଇସେନ୍ସ) ଓ ଏଲଏଲ(ଲର୍ଣ୍ଣିଙ୍ଗ ଲାଇସେନ୍ସ) ଟେଷ୍ଟ ବନ୍ଦ ରହିବ । କେବଳ ଗାଡିର ଫିଟନେସ, ପରିମିଟି ଓ ଟ୍ୟାକ୍ସ କଲେକ୍ସନ ଜାରି ରହିବ । ଏନେଇ ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

Get real time updates directly on you device, subscribe now.