fbpx

ଆମେ ଏବେ ୨ୟ ଷ୍ଟେଜରେ ଅଛୁ: ଡିଏମଇଟି

ଭୁୁବନେଶ୍ୱର,୩୧ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ପରିସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ଡିଏମଇଟି ଡା. ସିବିକେ ମହାନ୍ତି । ସେ କହିଛନ୍ତି ଯେ, କିଛି ମାତ୍ରାରେ କରୋନା ନିୟନ୍ତ୍ରଣରେ ଆମେ ସଫଳ ହୋଇଛୁ । ଆମେ ବର୍ତ୍ତମାନ କରୋନାର ୨ୟ ଷ୍ଟେଜରେ ଅଛୁ । ଅନ୍ୟ ଦେଶ ତୁଳନାରେ ଆମ ସ୍ଥିତି ଭଲ ଅଛି । ଏନେଇ ଆପଣମାନେ ଅଧିକ ସଚେତନ ହୁଅନ୍ତିୁ ଓ ହାତ ଧୁଅନ୍ତୁ । ସାମାଜିକ ଦୂରତା ବଜାୟ ରଖିଲେ ଏହି ଯୁଦ୍ଧରେ ଆମେ ସଫଳ ହୋଇପାରିବା ବୋଲି ମହାନ୍ତି କହିଛନ୍ତି ।

Get real time updates directly on you device, subscribe now.