ଡାକ୍ତରଙ୍କ ଅବହେଳା, ଭୁଲ ଇଞ୍ଜେକ୍ସନ ଦେଇ 4 ବର୍ଷର ଶିଶୁପୁତ୍ରର ଗୋଡ଼ ଅଚଳ

ଡାକ୍ତରଙ୍କ ଚରମ ଅବହେଳା । ଭୁଲ ଇଞ୍ଜେ୍କ୍ସନ ଯୋଗୁଁ ଅଚଳ ହୋଇଗଲା ଗୋଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ ।

ପଟ୍ଟାମୁଣ୍ଡାଇ: ଡାକ୍ତରଙ୍କ ଚରମ ଅବହେଳା । ଭୁଲ ଇଞ୍ଜେ୍କ୍ସନ ଯୋଗୁଁ ଅଚଳ ହୋଇଗଲା ଗୋଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇରେ ।

ଏଠାରେ ଜଣେ 4 ବର୍ଷର ଶିଶୁପୁତ୍ରର ବାମ ଗୋଡ଼ ଅଚଳ ହୋଇଯାଇଥିବା ଅଭିଯୋଗ କଲେ ପରିବାର । ଏନେଇ ପଟ୍ଟାମୁଣ୍ଡାଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଯିବା ସହ ହସ୍ପିଟାଲ ଆଗରେ ପରିବାର ଓ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

3 ଦନ ତଳେ ଅସୁସ୍ଥା ଶିଶୁପୁତ୍ରକୁ ହସ୍ପିଟାଲ ଅଣାଯାଇଥିଲା । ହସ୍ପିଚାଲରେ ଇଞ୍ଜେକ୍ସନ ଦିଆଯିବା ପରେ ଶିଶୁପୁତ୍ରର ବାମ ଗୋଡ଼ ଅଚଳ ହୋଇଥିବା ଅଭିଯୋଗ ହୋଇଛି ।