fbpx

ନଦୀରୁ ମିଳିଲା ଡଲଫିନ୍‌; ପୋଖରୀରେ ଛାଡିଲେ ଲୋକେ, ଦେଖିବାକୁ ପ୍ରବଳ ଭିଡ

ଭୁବନେଶ୍ୱର: ନଦୀରୁ ମିଳିଲା ଡଲଫିନ୍ । ଲୋକମାନେ ତାକୁ ଆଣି ପୋଖରୀରେ ଛାଡିଲେ । ବାଲେଶ୍ୱର ବସ୍ତାରେ ଜଳକା ନଦୀରୁ ଉଦ୍ଧାର ଡଲଫିନକୁ ଲୋକମାନେ ପୋଖରୀରେ ଛାଡିଲେ । ଏହି ଡଲଫିନକୁ ଦେଖିବାକୁ ପ୍ରବଳ ମାତ୍ରାରେ ଲୋକଙ୍କ ଭିଡ ଜମିଛି । କାନ୍ଧରେ ବୋହି ଆଣି ଲୋକମାନେ ପୋଖରୀରେ ଛାଡିଲେ ।

Get real time updates directly on you device, subscribe now.