fbpx

ପୂଜା ଘରେ ରଖନ୍ତୁ ନାହିଁ ଦିଆସିଲ, ଜାଣନ୍ତୁ ଘରର ପୂଜାର ନିୟମ

ଓଡିଶା ଭାସ୍କର : ବାସ୍ତୁ ଏବଂ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଘରର ପୂଜା ଘରେ ବା ପୂଜା ସ୍ଥାନରେ ଦିଆସିଲ କିମ୍ବା ଦିଆସିଲ କାଠି ରଖନ୍ତୁ ନାହିଁ । ତେବେ ବାସ୍ତୁ ନିୟମ ଅନୁସାରେ ପୂଜା ଘରେ କିଛି ନିର୍ଦ୍ଧିଷ୍ଠ ବସ୍ତୁ ରଖିବା ଶୁଭ ବୋଲି କୁହାଯାଏ ନାହିଁ । ଘରର ପୂଜା ସ୍ଥାନରେ ଦିଆସିଲ ରଖନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ପୂଜା ଘରେ କାହିଁକି ଦିଆସିଲ ରଖବା କଥା ନୁହେଁ । ପୂଜା ଘରେ ଦିଆସିଲ, ଲାଇଟର ରଖିବା ଆବସ୍ୟକ ନୁହେଁ କାରଣ ଏହା ରଖିବା ଦ୍ୱାରା ଘରେ ନକାରତ୍ମକ ଶକ୍ତି ବଢିଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୂଜା ଘରେ ମାଚିସ ରଖିବା ଅଶୁଭ ବୋଲି କୁହାଯାଏ ।

ଯଦି ଅପଣଙ୍କୁ ପୂଜା ଘରେ ଦିଆସିଲ ରଖିବା ଆବଶ୍ୟକ ଏହାକୁ ଆଲମାରୀ କିମ୍ବା ପୂଜା ଘର ବାହାରେ ରଖନ୍ତୁ । ଧୂପ ଦୀପ ଲଗାଇଲା ପରେ ଏହି କାଠିକୁ ପାଖ ଆଖରେ ପକାନ୍ତୁ ନାହିଁ । ଅଧା ଜଳା ଦିଆସିଲ ପାଖ ଆଖରେ ପକାଇବା ଅଶୁଭ ହୋଇଥାଏ । ଏହା ଦ୍ୱାରା ନକାରତ୍ମକ ଉର୍ଜା ବଢିଥାଏ । ଏହା ସହିତ ଏହା ଦୁର୍ଭଗ୍ୟର କାରଣ ହୋଇଥାଏ । ତେବେ ଦିଆସିଲି ପରି ଭଗବାନଙ୍କ ଭଙ୍ଗା ମୂର୍ତ୍ତି ମଧ୍ୟ ଘରେ ରଖିବା ଅଶୁଭ ହୋଇଥାଏ । ଏହା ଛଡା ପୂଜା ଘରେ ବାସି ଫୁଲ ରଖନ୍ତୁ ନାହିଁ ।

Get real time updates directly on you device, subscribe now.