fbpx
BJD
BJD SKY
BJD SKY

Amazon ସେଲ୍: OnePlus, Redmi ଓ ଅନ୍ୟ ସ୍ମାର୍ଟଫୋନରେ ମିଳୁଛି ବମ୍ପର ଡିସକାଉଣ୍ଟ୍, ହାତଛଡ଼ା କରନ୍ତୁନି

BJD
ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ ଆମାଜନ୍ ରେ ଫାବ୍ ଫୋନ୍ସ ଫେଷ୍ଟ୍ ଆରମ୍ବ ହୋଇଯାଇଛି । ଅନେକ ସ୍ମାର୍ଟଫୋନ୍ ରେ ଜବରଦସ୍ତ ଡିଲ୍ ଦିଆଯାଉଛି । ଏହି ସେଲ୍ ରେ ୱାନପ୍ଲସ୍, ରିୟଲ୍ ମି, ସାମସଙ୍ଗ୍ ଓ ଅନ୍ୟ ଫୋନ୍ସରେ ଦିଆଯାଉଛି ଶାନଦାର୍ ଡିସକାଉଣ୍ଟ୍ । ତେଣୁ ଏହି ଡିଲ୍ କୁ ଆଦୌ ହାତଛଡ଼ା କରନ୍ତୁ ନାହିଁ ।
ଆମାଜନ୍ ଡିସକାଉଣ୍ଟ୍ ବ୍ୟତୀତ ବ୍ୟାଙ୍କ୍ ଅଫର୍ ବି ଦେଉଛି । ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି ଓ ଅଦ୍ୟ ଇଲୋକ୍ଟ୍ରୋନିକ୍ସ ଆଇଟମ୍ସ ମଧ୍ୟ ଅଫର୍ ସହିତ ବିକ୍ରି ହେଉଛି । ଆମାଜନ୍ ଫାବ୍ ସେଲ୍ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଯଦି ଆପଣ ଫୋନ୍ କିଣିବା ପାଇଁ ପ୍ଲାନ୍ କରୁଛନ୍ତି ତାହେଲେ ଏବେ ସମୟ ଅଛି କିଣିନିଅନ୍ତୁ ।

 

ଏଚଡିଏଫସି ବ୍ୟାଙ୍କ କାର୍ଡ ବ୍ୟବହାର କରି ପ୍ରଡକ୍ଟ କିଣିଲେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ୍ ମିଳିବ । ଏହା ବ୍ୟତୀତ ଏକ୍ସଚେଞ୍ଜ ଅଫର୍ ର ଫାଇଦା ବି ମିଳିବ । ଏହା ବ୍ୟତୀତ ନୋ-କଷ୍ଟ୍ ଇଏମଆଇରେ ୧୨ ମାସ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍ ଓ ଟିଭି କିଣିବା ଉପରେ ଦିଆଯାଉଛି ।
ୱାନପ୍ଲସ୍ ୯ ସିରିଜ୍ ଜବରଦସ୍ତ ଡିଲ୍ ସହିତ ବିକ୍ରି ହେଉଛି । ରେଡମି ନୋଟ୍ ୧୧ଏସ୍ ଏହି ସେଲ୍ ରେ ୧୪,୪୯୯ ଟଙ୍କାରେ ବିକ୍ରି ହେଉଛି । ସାଓମି ୧୧ଟି ପ୍ରୋ ମଧ୍ୟ ଏହି ସେଲ୍ ରେ ୩୯,୯୯୯ ଟଙ୍କାରେ ବିକ୍ରି ହେଉଛି ।

 

Get real time updates directly on you device, subscribe now.