fbpx

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତାକାଲିଠାରୁ ସ୍ଲଟ୍ ବୁକିଂ

ଭୁବନେଶ୍ୱର, ୧୦/୬(ଓଡିଶା ଭାସ୍କର): କରୋନା ପାଇଁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ଆରମ୍ଭ ହେବ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସନ୍ତା କାଲିଠାରୁ ସକାଳ ୭ଟାରୁ ସ୍ଲଟ୍ ବୁକିଂ ହେବ । ୨୯ ତାରିଖରୁ ଲର୍ଣ୍ଣିଂ ଲାଇସେନ୍ସ  ପରୀକ୍ଷା ହେବ। ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ପାଇଁ ୨୨ ତାରିଖ ଠାରୁ ଆରମ୍ଭ ହେବ। ଡିଏଲ୍‌ ଟେଷ୍ଟ ୧୮ରୁ ଓ ଏଲ୍‌ଏଲ୍‌ ଟେଷ୍ଟ ୨୯ରୁ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ସାମାଜିକ ଦୂରତ୍ୱ ସହ ସବୁ ଗାଇଡଲାଇନ ମାନି ଡିଏଲ୍ ଟେଷ୍ଟ ଆରମ୍ଭ ହେବ।

Get real time updates directly on you device, subscribe now.