fbpx

ପୁଣିଥରେ ଆରମ୍ଭ ହେବ DL/LL ଟେଷ୍ଟ

ଭୁବନେଶ୍ୱର, ୯ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ୟିରେ ରଖି ଡିଏଲ ଓ ଏଲଏଲ ଟେଷ୍ଟ ବନ୍ଦ କରାଯାଇଥିଲା । କିନ୍ତୁ ପୁଣିଥରେ ଡିଏଲ / ଏଲଏଲ ଟେଷ୍ଟ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଆସନ୍ତା ଦୁଇ ରୁ ତିନି ମଧ୍ୟରେ ଡ୍ରାଇଭିଙ୍ଗ ଟେଷ୍ଟ ଆରମ୍ଭ ହେବ । ଲାଗୁ କରାଯାଇଥିବା କୋଭିଡ଼ ନିୟମ ମାନି ଦୈନିକ ୨୦ଜଣଙ୍କ ଟେଷ୍ଟ ହେବ । ଏନେଇ ପରିବହନ କମିଶନରଙ୍କୁ ଚିଠି ଲେଖିଛି ସଡ଼କ ଓ ପରିବହନ ବିଭାଗ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.