fbpx

ବଢ଼ିଲା ଜେଲ୍ ସୁରକ୍ଷା: ଜଗିବ ଡ୍ରୋନ

ଭୁବନେଶ୍ୱର: ଜେଲରେ ବଢ଼ିବ ସୁରକ୍ଷା, ଏଣିକି ଜେଲ୍ ଜଗିବ ଡ୍ରୋନ । ସମ୍ବେଦନଶୀଳ ଜେଲ୍ ଉପରେ ନଜର ରଖିବ ଅତ୍ୟାଧୁନିକ ଡ୍ରୋନ୍ । ଡ୍ରୋନ୍ ମାଧ୍ୟମରେ ଜେଲ୍ ଅନ୍ତେବାସୀଙ୍କ ଉପରେ ରଖାଯିବ ନଜର । ଜେଲରେ ଅପରାଧୀଙ୍କ ଗତିବିଧିକୁ ନିରୀକ୍ଷଣ କରିବ ଡ୍ରୋନ । ଏଥିପାଇଁ ୨୨ରୁ ୨୩ଟି ଡ୍ରୋନ ଅଣାଯିବାକୁ ଯୋଜନା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ।

Get real time updates directly on you device, subscribe now.