fbpx
BSKY
BJD SHG SKY
BJD MC SKY

ମୋଦୀଙ୍କ ରୋଡ୍ ଶୋ’ ଲାଗି ଭୁବନେଶ୍ୱରର ଏହି ରାସ୍ତାରେ କାଲି ଗାଡି ଚଳାଚଳ ମନା, କମିଶନରେଟ୍ ପୋଲିସ୍ ଜାରି କଲା କଟକଣା

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ଲାଗି ଟ୍ରାଫିକ୍ କଟକଣା । ଜନପଥରେ ଟ୍ରାଫିକ୍ କଟକଣା ଜାରି କଲା କମିଶନରେଟ୍ ପୋଲିସ୍ । କାଲି ଅପରାହ୍ନ ୨ଟାରୁ ରୋଡ୍ ଶୋ’ ସରିବା ଯାଏ ଗାଡି ଚଳାଚଳ ମନା । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡି ଚଳାଚଳ ମନା । ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡି ରାସ୍ତାକୁ ଛଡାଯିବନି ।

Get real time updates directly on you device, subscribe now.