fbpx

ଶ୍ରମିକଙ୍କ ପାଇଁ ଖୁସି ଖବର: ନୂଆବର୍ଷରୁ ଲାଗୁ ହେବ ଇ-ମଷ୍ଟର ରୋଲ୍

ଭୁବନେଶ୍ୱର,୧୫ ।୯(ଓଡିଶା ଭାସ୍କର): ୨୦୨୧ ଜାନୁଆରିରୁ ସବୁ ବିଭାଗରେ ଲାଗୁ ହେବାକୁ ଯାଉଛି ଇ-ମଷ୍ଟର ରୋଲ । ଅନଲାଇନରେ ଶ୍ରମିକମାନଙ୍କୁ ଏଥିରେ ପାରିଶ୍ରମିକ ମିଳିବ । ଏହା ସହ ସ୍ୱଚ୍ଛତା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯିବ । ଅକ୍ଟୋବର ୨ରୁ ୫ ବିଭାଗରେ ମଜୁରି ଇ-ପେମେଣ୍ଟ ଲାଗୁ ହେବ । ସେହି ୫ଟି ବିଭାଗ ହେଉଛି- ଜଳ ସମ୍ପଦ, ପୂର୍ତ୍ତ ଓ ପଞ୍ଚାୟତିରାଜ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ନଗର ଉନ୍ନୟନ ବିଭାଗ ।

Get real time updates directly on you device, subscribe now.