fbpx

କୋଲକାତା ଓ ମିଜୋରାମରେ ଭୁକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ 

ନୂଆଦିଲ୍ଲୀ: ମିଆଁମାର ଓ ଭାରତ ସୀମାରେ ଶୁକ୍ରବାର ସକାଳ ସମୟରେ ଭୁକମ୍ପଜ ଝଟକା ଦେଖିବାକୁ ମିଳିଛି । ଭୁକମ୍ପର ଝଟକା ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଓ ମିଜୋରାମର ଥେନଜୋଲରେ ମଧ୍ୟ ଅନୁଭୂତ ହୋଇଛି । କୁହାଯାଉଛି ରିକ୍ଟର୍ ସ୍କେଲରେ ଭୁକମ୍ପର ତୀବ୍ରତା ୬.୧ ରହିଥିବା ଜଣାପଡ଼ିଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ । ମିଜେରାମରେ ୫ଟା ୧୫ ମିନିଟ୍ ରେ ଭୁକମ୍ପ ଝଟକା ଅନୁମୂତ ହୋଇଛି ।

ୟୁରୋପିୟନ୍ ମେଡିଟେରେନିୟମ୍ ସିମ୍ମୋଲଜିକଲ୍ ସେଣ୍ଟର୍(ଇଏମଏସସି) ମୁତାବକ, ଭୁକମ୍ପର କେନ୍ଦ୍ର ବାଂଲାଦେଶରେ ୫ଟା ୩୦ ମିନିଟ୍ ରେ ୧୭୫ କିମି ପୂର୍ବରେ ୬.୩  ତୀବ୍ରତାରେ ଭୁକମ୍ପ ଅନୁଭୂତ ହୋଇଛି ।

 

 

Get real time updates directly on you device, subscribe now.