fbpx

ପଶ୍ଚିମ ହାଇତିରେ ୭.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ

Advertisement

ନୂଆଦିଲ୍ଲୀ: ଶନିବାର ୱେଷ୍ଟର୍ଣ୍ଣ ହାଇତିରେ ୭.୦ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ପେଟିଟି ଟ୍ରୋଉ ଡେ ନିପ୍ସ ଠାରୁ ୮ କିମି ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି । ଯାହାର ଗଭୀରତା ୧୦ କିମି ପର୍ଯ୍ୟନ୍ତ ରହିଛି ।

ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର(ଇଏମଏସସି) ମଧ୍ୟ ଏହି ଭୂମିକମ୍ପ ବିଷୟରେ ସୂଚନା ଦେଇଛି । ତେବେ ସୁନାମୀର ନେଇ କୌଣସି ଚେତାବନୀ ଦେଇନାହିଁ ଆମେରିକାର ସୁନାମୀ ୱାର୍ଣ୍ଣିଂ ସିଷ୍ଟମ ।

Get real time updates directly on you device, subscribe now.