fbpx

ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ଯାଜପୁର, ୧ା୯(ଓଡ଼ିଶା ଭାସ୍କର): ଯାଜପୁର କାଳିଆପାଣି ଥାନା ମହ୍ଲାର ସାହିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମଳିଛି । ମଜୁରି ଟଙ୍କାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ହଣାକଟା ହୋଇଥିବା ସୂଚନା ମିଳିଛି । ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ପରିବାରର ଅନ୍ୟ ସଦସ୍ୟଙ୍କ ନିସ୍ତୁକ ମାଡ଼ରେ ସାନଭାଇର ବି ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ୨ଭାଇ ହେଉଛନ୍ତି ନଣ୍ଡା ମାଙ୍କେଡ଼ିଆ ଓ ରସିକ ମାଙ୍କେଡ଼ିଆ । ଉଭୟଙ୍କ ମୃତଦେହ ଜବତ କରି କାଳିଆପାଣି ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.