fbpx

ବୁଥ୍‌କୁ ଭୋଟ୍‌ ଦେବାକୁ ଆସିଥିବା ବୃଦ୍ଧାଙ୍କ ମୃତ୍ୟୁ

AAKASH

ନୟାଗଡ଼: (ଓଡ଼ିଶା ଭାସ୍କର) ବୁଥ୍‌କୁ ଭୋଟ୍‌ ଦେବାକୁ ଆସିଥିବା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଭାପୁର ବ୍ଲକ ବାଘୁଆପଲ୍ଲୀ ବଳଦିଆନୂଆଗାଁ ବୁଥ୍‌କୁ ଭୋଟ ଦେବାକୁ ଆସିଥିଲେ ବୃଦ୍ଧା । ଭୋଟ୍‌ ଦେବା ବେଳେ ବୃଦ୍ଧା ଜଣଙ୍କ ଅସୁସ୍ଥ ଅନୁଭବ କରିଥିଲେ । ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା  ନିଆ ଯଆଇଥିଲା । ମେଡିକାଲ୍‌ରେ ବୃଦ୍ଧାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।

Get real time updates directly on you device, subscribe now.