fbpx

ବିଦ୍ୟୁତ ଚୋରିରେ ଗତ ୫ବର୍ଷରେ ଗିରଫ ହୋଇଛନ୍ତି ୬୨୦ଜଣ

ଭୁବନେଶ୍ୱର, ୨୨ା୧୧(ଓଡ଼ିଶା ଭାସ୍କର): ବିଧାନସଭାର ଶୀତକାଳିନ ଅଧିବେଶନର ଆଜି ନବମ ଦିନ । ବିଦ୍ୟୁତ ଚେରି ପାଇଁ ଗତ ୫ବର୍ଷରେ ୬୨୦ଜଣ ଗିରଫ ହୋଇଛନ୍ତି ।ଏନେଇ ଗୃହରେ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ଏହି ସମୟରେ ଥାନାରେ ୨ହଜାର ୧୬୫ମାମଲା ରୁଜୁ ହୋଇଛି । ରାଜ୍ୟରେ ଏବେ ସୁଦ୍ଧା ୨୭ଟି ବିଦ୍ୟୁତ ଥାନା ପ୍ରତିଷ୍ଠା କରାଯାଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.