fbpx

7 ବର୍ଷ ପରେ ବଢିଛି ବିଜୁଳି ଦର

ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର)(SR): ରାଜ୍ୟରେ ୭ ବର୍ଷ ପରେ ବିଜୁଳ ଦର ବଢିଛି । ମୁଲତବୀ ନୋଟିସ ପରେ ଗୃହରେ ଏହା ଉତ୍ତର ରଖିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି ଯେ, ‘ କୃଷକ, ବିପିଏଲ ପରିବାରଙ୍କ ପାଇଁ ଦର ବୃଦ୍ଧି ହୋଇନି । ୫୦ ୟୁନିଟରୁ ଅଧିକ ବୃବହାର କରୁଥିବା ଗ୍ରହକଙ୍କ ପାଇଁ ବିଜୁଳି ଦର ବଢିଛି । ୟୁନିଟ ପିଛା ମାତ୍ର ୨୦ ପଇସା ବୃଦ୍ଧି କରାଯାଇଛି । ଏନଟିପିସି, ଏନଏଚପିସି, ପିଜିସିଆଇଏଲ ୬୮% ବୃଦ୍ଧି କରିବାକୁ ଦର ବୃଦ୍ଧି ହୋଇଛି ।’ ଗୋଟିଏ ଦୁଇଟି ଛାଡି ବାକି ସବୁ ରାଜ୍ୟରେ ବିଜୁଳି ଦର ଓଡିଶା ଉପରେ ରହିଛି ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.