fbpx

ଟ୍ରେନ ଦୁର୍ଘଟଣାରେ ଛୁଆ ହାତୀର ମୃତ୍ୟୁ

ଢ଼େଙ୍କାନାଳ, ୬ା୨(ଓଡ଼ିଶା ଭାସ୍କର): ଢ଼େଙ୍କାନାଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଟ୍ରେନ ଦୁର୍ଘଟଣାରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାସ୍ତା ପାର କରିବା ସମୟରେ ଛୁଆହାତୀ ଉପରେ ମାଲଗାଡ଼ି ଟ୍ରେନ ମାଡ଼ିଯାଇଥିଲା । ପୋଡ଼ାପଡ଼ା ଗାଁ ନିକଟରେ ଟ୍ରେନରେ କଟି ହାତୀର ମୃତ୍ୟୁ ହୋଇଛି । ପୂର୍ବରୁ ଟ୍ରକ ଦୁର୍ଘଯଣାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ରେଲୱେ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.