fbpx

ପୁରୀ ରଥଯାତ୍ରାରେ ହାତୀ ଟାଣିବ ରଥ !

ପୁରୀ,୧୪ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ରଥ ଯାତ୍ରା କିପରି ହେବ, ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ବିନା ଭକ୍ତରେ ପ୍ରଥମଥର ପାଇଁ ଶ୍ରୀଜୀଉଙ୍କ ରଥଯାତ୍ରା ହେବ । କେବଳ ସେବାୟତ ଓ ପୋଲିସ କର୍ମୀମାନେ ଉପସ୍ଥିତ ରହିବେ ବୋଲି କୁହାଯାଇଛି । ଏହାରି ମଧ୍ୟରେ ପୁରୀ ରଥ ଯାତ୍ରାରେ ହାତୀ ଦ୍ୱାରା ରଥ ଟାଣିବାକୁ ପ୍ରସ୍ତାବ ଦିଆଯାଇଛି । ସୁଦ୍ଧସୁଆର ନିଯୋଗ ରଥ ଟାଣିବା ପାଇଁ ଏହି ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବ ମୁତାବକ, ୫୦ ଜଣ ରଥଟଣାରେ ନିୟୋଜିତ ହେବେ । ୬୦ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ୍ ସଦସ୍ୟ ଏହି ତାଲିକାରୁ ବାଦ୍ ପଡିବେ । ଅନ୍ୟପଟେ ରଥକୁ ମେସିନ ଦ୍ୱାରା ଟାଣିବା ପ୍ରସଙ୍ଗକୁ ବିରୋଧ କରାଯାଇଛି ।

Get real time updates directly on you device, subscribe now.