fbpx

ବଡ଼ ଖବର; ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ…କେମିତି ହେଲା ଏତେ ବଡ଼ ବିସ୍ଫୋରଣ?

ଓଡିଶା ଭାସ୍କର; ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଥିବା ଖବର ଆସି ପହଞ୍ଚିଛି । ଡେରା ଗାଜିଖାନ ନିକଟରେ ଥିବା ଏକ ପରମାଣୁ ପ୍ଲାଣ୍ଟ ନିକଟରେ ଏହି ବିସ୍ଫୋରଣ ହୋଇଥିବା ଖବର ମିଳିଛି । ତେବେ ଏହି ବିସ୍ଫୋରଣରେ କେତେ ଜଣ ମୃତ ହୋଇଛନ୍ତି ଓ କେତେଜଣ ଆହତ ହୋଇଛନ୍ତି ଏହାର ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ମାତ୍ର ଅଳ୍ପକେ ବର୍ତି ଯାଇଛି ପାକିସ୍ତାନ । ତେବେ ଏହି ଭୟଙ୍କର ବିସ୍ଫୋରଣର ଶବ୍ଦ ପାଖାପାଖି ୫୦ କିଲୋମିଟର ଯାଏଁ ଶୁଭିଥିବା କୁହାଯାଉଛି ।

Get real time updates directly on you device, subscribe now.