fbpx

କୋର୍ଟରୁ ଫାଇଲ୍ ଗାଏବ, ନକଲି ଓକିଲ ଗିରଫ

ବାଲେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ସିଭିଲ କୋର୍ଟରୁ ନଥିପତ୍ର ଚୋରି ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ମାମଲାରେ ନକଲି ଓକିଲ ରବି ମଲ୍ଲିକ ଓ ତାଙ୍କ ସହଯୋଗୀ ଅକ୍ଷୟଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ପୋଲିସ । ବିନା ପଞ୍ଜିକରଣରେ ନକଲି ଓକିଲ କୋର୍ଟ ପରିସରରେ କାର୍ଯ୍ୟ କରୁଥିବା ଜଣାପଡିଛି । ସିସିଟିଭି ଭିଡିଓ ଯାଞ୍ଚ ପରେ ଉଭୟଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ ।

ତେବେ ଗତ ୧୯ ତାରିଖରେ ପେସ୍କାରଙ୍କୁ ଓକିଲ ପରି ଦେଇ ଫାଇଲ ଗାଏବ କରିଥିଲା ରବି ।

Get real time updates directly on you device, subscribe now.