fbpx

ଓଡ଼ିଶା ଅନ୍‌ଲକ୍‌ ଗୁଜବକୁ ବିଶ୍ୱାସ କରନ୍ତୁନି: ଏସ୍‌ଆର୍‌ସି

Advertisement

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ଚଳିତ ମାସ ୧୭ ତାରିଖ ପରେ ଅନ୍‌ଲକ୍‌ ଜାରି ହେବା ନେଇ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଗୁଜବ ପ୍ରଚାରିତ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଗାଇଡ୍‌ଲାଇନ୍‌ ଜାରି ହୋଇ ନାହିଁ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି । ତେଣୁ ଏପରି ଗୁଜବକୁ ବିଶ୍ୱାସ କରନ୍ତୁନି ବୋଲି ସେ କହିବା ସହ ଏପରି ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିିଙ୍କୁ ଅନୁରୋଧ କରିଛନ୍ତି।

 

Get real time updates directly on you device, subscribe now.