fbpx
BJD
BJD SKY
BJD SKY

ଚାଷୀଙ୍କୁ ଲିଖିତ ପ୍ରତିଶୃତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୯ ।୧୨:କୃଷକ ମାନଙ୍କ ଆନ୍ଦୋଳନ କୁ ଦୃଷ୍ଟି ରେ ରଖି , ଚାଷୀଙ୍କୁ ଲିଖିତ ପ୍ରତିଶୃତି ଦେଲେ କେନ୍ଦ୍ର ସରକାର । ଏମଏସପି ବ୍ୟବସ୍ଥା ଜାରି ରଖିବାକୁ ଲିଖିତ ପ୍ରତିଶୃତି । ମଣ୍ଡି ଗୁଡିକୁ ଅଧିକ ସୁଦୃଢ କରିବାକୁ କହିଲେ କେନ୍ଦ୍ର ସରକାର । ସରକାରଙ୍କ ପ୍ରସ୍ତାବକୁ ନେଇ ଆଲୋଚନା କରିପାରେ ଚାଷୀ ସଂଗଠନ।

Get real time updates directly on you device, subscribe now.