fbpx
BJD SKY
BJD SKY

କରଞ୍ଜିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ମୃତ

BJD

ଓଡିଶା ଭାସ୍କର: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ଦରି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି। ଟ୍ରଲରକୁ ପଛପଟୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ୍ୟ ହୋଇଛି। ତେବେ ବର୍ତ୍ତମାନ ଯାଏଁ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣାରେ ଧକ୍କା ଦେଇଥିବା ବାଇକ ଦ୍ରୁତ ଗତିରେ ଥିବା ଅନୁମାନ କରାଯାଉଛି।

Get real time updates directly on you device, subscribe now.