fbpx

FIH ହକି ପ୍ରୋଲିଗ୍-୨୦୨୦ରେ ସ୍ଥାନ ପାଇଲେ ୨ ଓଡିଆ

ନୂଆଦିଲ୍ଲୀ,୧୩ ।୧: FIH ହକି ପ୍ରୋଲିଗ୍ ପାଇଁ ୨୦ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରାଯାଇଛି । ଦଳରେ ସ୍ଥାନ ପାଇଛନ୍ତି ୨ ଓଡିଆ ଖେଳାଳି । ସେହି ୨ ଓଡିଆ ଖେଳାଳି ହେଉଛନ୍ତି ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା । ଜାନୁଆରି ୧୮ ଓ ୧୯ ତାରିଖରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ନେଦରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ ଭାରତ ।

Get real time updates directly on you device, subscribe now.