fbpx

ପରଲୋକରେ ମନମୋହନ ମହାପାତ୍ର

ଭୁବନେଶ୍ୱର, ୧୩ା୧(ଓଡ଼ିଶା ଭାସ୍କର): ବିଶିଷ୍ଟ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ମନମୋହନ ମହାପାତ୍ର ଆଉ ଏ ଦୁନିଆରେ ନାହାନ୍ତିି । ୬୯ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହିନ୍ଦୀ ଫିଲ୍ମ ବିଟ୍ସ ଆଣ୍ଡ ପିସେସ୍ ର ସେ ନିର୍ଦ୍ଦେଶନା ଦେଇଥିଲେ । ମନମୋହନଙ୍କ ନିର୍ଦ୍ଦେଶିତ ନିରବ ଝଡ଼ ଜାତୀୟ ପୁରଷ୍କାର ପାଇଥିଲା । କ୍ଲାନ୍ତ ଅପରାହ୍ନ, ମଝି ପାହାଚ, ନିଶିଦ୍ଧ ସ୍ୱପ୍ନ ତାଙ୍କର ସୃଷ୍ଟି ।

Get real time updates directly on you device, subscribe now.