fbpx

ଅନଲାଇନରେ ଅବଢ଼ା: ଥାନାରେ ଏତଲା

Advertisement

ପୁରୀ, ୬ା୧୨ (ଓଡିଶା ଭାସ୍କର): ଲିଙ୍ଗରାଜ ମନ୍ଦିରର ଅବଢ଼ା ଅନଲାଇନରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ନେଇ ବ୍ରାହ୍ମଣ ନିଯୋଗ ତରଫରୁ ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଏକ ଏତଲା ଦାୟର କରାଯାଇଛି । ବିକ୍ରିରେ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲା ମାଧ୍ୟମରେ କୁହାଯାଇଛି । ଅବଢ଼ାର ମର୍ଯ୍ୟାଦା ହାନି ହେଉଥିବାରୁ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହେଉଛି ।

Get real time updates directly on you device, subscribe now.