fbpx

ମିନି ବ୍ୟାଙ୍କରେ ଅଗ୍ନିକାଣ୍ଡ, ଜଣେ ମୃତ

ବ୍ରହ୍ମପୁର, ୧୬ା୧(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଲୋଚାପଡ଼ା ମିନି ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ସେହି ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଉଛନ୍ତି ଲୋଚାପଡ଼ା ସମବାୟ ସମିତିର ଜଗନ୍ନାଥ ପାତ୍ର । ଅଗ୍ନିକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇନାହିଁ । ଏନେଇ ପୋଲିସ ତଦନ୍ତ ମଧ୍ୟ ଜାରି ରଖିଛି ।

Get real time updates directly on you device, subscribe now.