fbpx

ଜୈଶର ଦୁଇ ଆତଙ୍କବାଦୀ ଗିରଫ

ଜାମ୍ମୁକାଶ୍ମୀର, ୧୬ା୧: ଜାମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଦୁଇ ଜୈଶର ଆତଙ୍କବାଦୀ ଗିରଫ ହୋଇଛନ୍ତି । ଜାନୁଆରି ୨୭ରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରିଥିଲେ । ୨ଟି ଗ୍ରେନେଡ଼ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିଲେ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀ ।

Get real time updates directly on you device, subscribe now.