ଖଣ୍ଡଗିରି ପାହାଡରେ ଲାଗିଲା ନିଆଁ

COVID-19 Updates
  • World 144,338,174
    World
    Confirmed: 144,338,174
    Active: 18,536,485
    Recovered: 122,732,529
    Death: 3,069,160
  • USA 32,587,166
    USA
    Confirmed: 32,587,166
    Active: 6,840,503
    Recovered: 25,163,545
    Death: 583,118
  • India 15,924,732
    India
    Confirmed: 15,924,732
    Active: 2,290,689
    Recovered: 13,449,371
    Death: 184,672
  • Brazil 14,050,885
    Brazil
    Confirmed: 14,050,885
    Active: 1,110,666
    Recovered: 12,561,689
    Death: 378,530
  • Russia 4,727,125
    Russia
    Confirmed: 4,727,125
    Active: 267,546
    Recovered: 4,352,873
    Death: 106,706
  • Turkey 4,446,591
    Turkey
    Confirmed: 4,446,591
    Active: 565,274
    Recovered: 3,844,342
    Death: 36,975
  • UK 4,395,703
    UK
    Confirmed: 4,395,703
    Active: 101,642
    Recovered: 4,166,734
    Death: 127,327
  • Italy 3,904,899
    Italy
    Confirmed: 3,904,899
    Active: 475,635
    Recovered: 3,311,267
    Death: 117,997
  • Germany 3,208,672
    Germany
    Confirmed: 3,208,672
    Active: 303,190
    Recovered: 2,824,100
    Death: 81,382
  • Pakistan 772,381
    Pakistan
    Confirmed: 772,381
    Active: 83,162
    Recovered: 672,619
    Death: 16,600
  • China 90,541
    China
    Confirmed: 90,541
    Active: 305
    Recovered: 85,600
    Death: 4,636

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ପାହାଡରେ ଲାଗିଛି ନିଆଁ । ନିଆଁ ଲିଭାଇବାକୁ ଅଗ୍ନିଶମ ବାହୀନି ପକ୍ଷରୁ ପ୍ରୟାସ ଜାରି ରହିଛି । ଖବର ପାଇଁ ଖଣ୍ଡାଗିରି ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି । ତେବେ ଖଣ୍ଡଗିରି ପାହାଡରେ କେମିତି ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।

ଏହା ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଥିଲା । ଏହାଦ୍ୱାର ବହୁ ଔଷଧୀୟ ବୃକ୍ଷ ଓ ବନ୍ୟଜନ୍ତୁ ପୋଡ଼ି ହୋଇ ମରିବା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହୋଇଥିଲା । ଏହି ଘଟଣାରେ ସ୍ଥାନୀୟ ଲୋକେ ଓ ଜଙ୍ଗଲି ଜନ୍ତୁ ଭୟଭୀତ । ଏ ନେଇ ଶିମିଳିପାଳକୁ ପିସିସିଏଫ୍ ୱାଇଲ୍ଡ ଲାଇଫ୍ ଟିମ୍ଏ ପଠାଯାଇଥିଲା । ସେହିପରି ବାଲେଶ୍ୱର ନୀଳଗିରି ତିନିକୋଶିଆ ଜଙ୍ଗଲର ୭ରୁ ଅଧିକ ସ୍ଥାନରେ ନିଆଁ ଲାଗିଥିଲା । ନିଆଁ ଲାଗିବା ଯୋଗୁଁ ଜଙ୍ଗଲରେ ନିଆଁ ଯୋଗୁଁ ବନ୍ୟଜନ୍ତୁ ସହରମୁହାଁ ହୋଇଥିଲେ । ଫଳରେ ସହରରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Comments are closed.