fbpx

SBIରେ ଲାଗିଗଲା ନିଆଁ: ଏବେ ବି କାରଣ ଅସ୍ପଷ୍ଟ

ଫୁଲବାଣୀ: ଗୋଛାପଡା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଘଟିଯାଇଛି ବଡ ଧରଣ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣ ପଡିନାହିଁ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛି । ତେବେ ବ୍ୟାଙ୍କ ଖୋଲା ଯାଇ ନଥିବାରୁ କ୍ଷୟକ୍ଷତି ବିଷୟରେ ଜଣା ପଡିନାହିଁ ।

Get real time updates directly on you device, subscribe now.