fbpx

ଆରତି ଷ୍ଟିଲ ପ୍ଲାଣ୍ଟରେ ଅଘଟଣ, ଜଳିଗଲେ ଶ୍ରମିକ

କଟକ,୧୮ ।୧(ଓଡିଶା ଭାସ୍କର): କଟକ ଆଠଗଡ ବ୍ଲକ ସ୍ଥିତ ଆରତି ଷ୍ଟିଲ ପ୍ଲାଣ୍ଟରେ ଆଜି ଘଟିଯାଇଛି ଏକ ଅଘଟଣ । ଫେରୋକ୍ରମ ୟୁନିଟରେ କାମ କରୁଥିବା ବେଳେ ଜଣେ ଶ୍ରମିକ ଜଳିଯାଇଛନ୍ତି । ଗୁରୁତର ଶ୍ରମିକଙ୍କୁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଗୁରୁତର ଆହତ ହୋଇଥିବା ଶ୍ରମିକ ଜଣକ ଆଠଗଡ ମଞ୍ଜାରିପଦା ଗାଁର ସମୀର ବେଉରା ବୋଲି ଜଣାପଡିଛି ।

Get real time updates directly on you device, subscribe now.