fbpx

ରାଜଧାନୀରେ ଗୁଳିମାଡ଼, ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି

ଭୁବନେଶ୍ୱର, ୮/୯(ଓଡିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ଖଣ୍ଡିଗିରିରେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ତାଙ୍କ ପଡୋଶୀଙ୍କୁ ଗୁଳିମାଡ଼ କରିଥିବା ଥାନାରେ ଅଭିଯୋଗ ହୋଇଛି। ପରେ ଗୁରୁତର ଅବସ୍ଥାରେ ଆହତଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଛି। ଅନ୍ୟପଟେ ଘଟଣା ସ୍ଥଳରେ ପହଂଛି ଛାନଭିନ୍ ଆରମ୍ଭ କରିଛି କମିସନରେଟ୍ ପୋଲିସ । ହେଲେ କଣ ପାଇଁ ଗୁଳିମାଡ଼ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି।

 

Get real time updates directly on you device, subscribe now.