fbpx

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୮ଲକ୍ଷ ୯୬ହଜାର ୪୨୧କୁ ବୃଦ୍ଧି

ନୂଆଦିଲ୍ଲୀ,୬/୯: ସାରା ବିଶ୍ୱରେ କରୋନା ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛି।ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୮ଲକ୍ଷ ୯୬ହଜାର ୪୨୧କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୭୪ଲକ୍ଷ ୭୯ହଜାର ୧୧୫ ହୋଇଥିବା ବେଳେ ସୁସ୍ଥ ହେଲେଣି ୧କୋଟି ୯୫ଲକ୍ଷ ୭୨ହଜାର ୯୧୧ । ତେବେ ବିଶ୍ୱରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୭୦ଲକ୍ଷ ୯ହଜାର ୭୮୩ ରହିଛି ।

Get real time updates directly on you device, subscribe now.