fbpx

ଭୁବନେଶ୍ୱରରେ ଡେଙ୍ଗୁ ପଜିଟିଭ୍ ନାବାଳିକାଙ୍କ ମୃତ୍ୟୁ, ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ

Advertisement

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ସେ ଡେଙ୍ଗୁ ପଜିଟିଭ୍ ଥିଲେ । ତାଙ୍କ ଘର ଖଣ୍ଡଗିରି ଧର୍ମବିହାର ଅଞ୍ଚଳରେ ହୋଇଥିବା ଜଣାପଡିଛି । ନାବାଳିକାଙ୍କ ବୟସ ୭ ବର୍ଷ ।

Get real time updates directly on you device, subscribe now.