-
World 144,338,416
WorldConfirmed: 144,338,416Active: 18,536,559Recovered: 122,732,681Death: 3,069,176 -
USA 32,587,166
USAConfirmed: 32,587,166Active: 6,840,503Recovered: 25,163,545Death: 583,118 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ନୂଆଦିଲ୍ଲୀ, ୨୮ା୨: ଚଳିତବର୍ଷର ପ୍ରଥମ ମହାକାଶ ଅଭିଯାନ ଆରମ୍ଭ କରିଛି ଇସ୍ରୋ । ଏକସଙ୍ଗରେ ମହାକାଶକୁ ୧୯ଟି ଉପଗ୍ରହ ପଠାଇଛି ଇସ୍ରୋ । ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ ସକାଳ ୧୦ଟା ୨୪ ମିନିଟରେ ଏହାକୁ ଉତକ୍ଷେପଣ କରାଯାଇଛି । ଉତକ୍ଷେପଣ ହୋଇଥିବା ସାଟେଲାଇଟରେ ମୋଦିଙ୍କ ଫଟୋ ଚିତ୍ର ରହିଥିବା ଜଣାପଡ଼ିଛି । ।
ବ୍ରାଜିଲର ଆମେଜୋନିଆ-୧ ସମେତ ୧୯ଟି ଉପଗ୍ରହକୁ ନେଇ ମହାକାଶକୁ ଯାତ୍ରା କରିଛି ପିଏସଏଲଭି-ସି୫୧ । ଏହି ଉପଗ୍ରହ ଉତକ୍ଷେପଣ ଅବସରରେ ବ୍ରାଜିଲର ବୈଜ୍ଞାନିକଙ୍କ ଏକ ଟିମ୍ ଭାରତ ଆସିଥିଲେ । ଉଭୟ ବ୍ରାଜିଲ ଓ ଭାରତ ପାଇଁ ଆଜି ଗର୍ବର ଦିନ ବୋଲି ଇସ୍ରୋ ଅଧ୍ୟକ୍ଷ କେ. ସିବନ କହିଥିଲେ ।
Comments are closed.