fbpx
BSKY SKY
BSKY SKY

(Video) ଆସିଲା କିମ୍ ଙ୍କ ପତ୍ନୀଙ୍କ ପ୍ରଥମ ଫଟୋ: ପାଞ୍ଚ ମାସ ଧରି କେଉଁଠି ଥିଲେ ହେଉଥିଲା ଚର୍ଚ୍ଚା…

BSKY

୫ ମାସ ହେଲା ନିଖୋଜ ଥିଲେ କିମ୍ ଙ୍କ ପତ୍ନୀ, ନ ଥିଲା ଖୋଜ ଖବର ଚାଲିଥିଲା ସଵୁଠି ଚର୍ଚ୍ଚା । କୁଆଡେ ଗଲେ କିମଙ୍କ ପତ୍ନୀ । ଆଉ ଏବେ ୫ ମାସ ପରେ ପ୍ରଥମ କରି ପଦାକୁ ଆସିଲେ ଉତ୍ତରକୋରିଆର ନେତା କିମ୍ ଜଙ୍ଗ ଉନ୍ ଙ୍କ ପତ୍ନୀ । ପ୍ରାୟ ପାଞ୍ଚ ମାସ ପରେ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍‌ଙ୍କ ପତ୍ନୀ ରି ସୋଲ୍ ଜୁଙ୍କ ଫଟୋ ବୁଧବାର ଦିନ ପ୍ରଥମ କରି ଗଣମାଧ୍ୟମରେ ପ୍ରକାଶ ପାଇଛି। କିନ୍ତୁ ଏହା ପୁର୍ବରୁ ଅନେକ ଚର୍ଚ୍ଚା ଲାଗି ରହିଥିଲା ।

କିମ୍ ଙ୍କ ରାଗକୁ  ସାରା ଦେଶ ଜାଣନ୍ତି । ଆଉ ତାଙ୍କର ନିଷ୍ପତ୍ତି ବି ସାଙ୍ଘାତିକ ।  ଜୀଵନ ମରଣ ମଧ୍ୟରେ କିଛି କ୍ଷଣରେ ନେଇଥାନ୍ତି ନିଷ୍ପତ୍ତି । ଏଣୁ ପତ୍ନି ଙ୍କ ଦେଖା ନମିଳିବାରୁ ଆଲୋଚନା ଲାଗିରହିଥିଲା ଵହୁଦିନ ଧରି । କୁହାଯାଉଥିଲା ଯେ କରୋନା ଭାଇରସ୍ ଯୋଗୁଁ ସେ ବାହାରକୁ ଆସୁନଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.