fbpx
BSKY
BJD MC SKY
BJD YOUTH SKY

ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ଆଉ ୫ ଜଣଙ୍କୁ କରୋନା, ତୃତୀୟ ଟି-୨୦ ମ୍ୟାଚ୍‌କୁ ନେଇ ବଢ଼ିଲା ଆଶଙ୍କା

କରାଚୀ(ପାକିସ୍ତାନ):ସଂପ୍ରତି ପାକିସ୍ତାନ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ ସୀମିତ ଓଭର କ୍ରିକେଟ ଦଳର ଆଉ ୩ ଖେଳାଳି ଓ ଦୁଇ କର୍ମକର୍ତ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେଣୁ ଚଳିତ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ଅନୁଷ୍ଠିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛଥିଲା । ମାତ୍ର ଏହି ପରିସ୍ଥିତି ମଧ୍ୟରେ ଗୁରୁବାର ଦିନ ଟି-୨୦ ସିରିଜର ଶେଷ ମ୍ୟାଚ ଅନୁଷ୍ଠିତ ହୋଇଛି । ପୂର୍ବରୁ ୱେଷ୍ଟଇଣ୍ଡିଜ ଦଳର ତିନି ପ୍ରମୁଖ ଖେଳାଳିଙ୍କ ସହିତ ଜଣେ କର୍ମକର୍ତ୍ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ଅନ୍ୟ ଖେଳାଳିଙ୍କୁ ନେଇ ୱେଷ୍ଟଇଣ୍ଡିଜ ଚଳିତ ଟି-୨୦ ସିରିଜର ଦୁଇ ମ୍ୟାଚ ଖେଳିଥିଲା ।

Get real time updates directly on you device, subscribe now.