fbpx

ହୀରାକୁଦର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପାଇଁ ୨୦ ଟି ଗେଟ୍ ଖୋଲାଯାଇଛି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧.୭୭ ଫୁଟ ରେକର୍ଡ଼ କରାଯାଇଥିଲା । ହୀରାକୁଦରେ ୩, ୧୦, ୩୨୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩, ୫୪, ୫୧୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଖଇରମାଳ, ବରମୂଳ ଓ ମୁଣ୍ଡଳୀରେ ବଢ଼ୁଛି ମହାନଦୀର ଜଳସ୍ତର ।

Get real time updates directly on you device, subscribe now.