fbpx

ଆଜି ଠାରୁ G-20 ଶିଖର ସମ୍ମିଳନୀ ହେବ ଆରମ୍ଭ : କିଛି ସମୟ ମଧ୍ୟରେ ଭାରତ ମଣ୍ଡପାମ ପହଞ୍ଚିବା ଆରମ୍ଭ କରିବେ ନେତା

ନୂଆଦିଲ୍ଲୀ : ବିଶ୍ୱର ବୃହତ୍ତମ ବୈଠକ ମଧ୍ୟରୁ G-20 ଶିଖର ସମ୍ମିଳନୀ ଅନ୍ୟତମ । ଏହି ସମ୍ମିଳନୀ ପାଇଁ ବିଶ୍ୱର ଅନେକ ସଦସ୍ୟ ରାଷ୍ଟ୍ରର ନେତାମାନେ ଭାରତରେ ଉପସ୍ଥିତ ଅଛନ୍ତି | ଆଜି ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନ, ଜାପାନ, ଜର୍ମାନୀ ଏବଂ ଇଟାଲୀ ସହିତ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ।

Get real time updates directly on you device, subscribe now.