fbpx

୧୭ ବର୍ଷର ଯୁବତୀ ସହିତ ଗଣଦୁଷ୍କର୍ମ, ସମ୍ପର୍କୀୟଙ୍କ ସମେତ ତିନି ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ଠାରେ ଜଣେ ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଛି । ୧୭ ବର୍ଷର ଯୁବତୀଙ୍କ ସାମୁହିକ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି । ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଯୁବତୀଙ୍କ ସମ୍ପର୍କୀୟ ମଧ୍ୟ ସାମିଲ ରହିଛନ୍ତି । ପୋଲିସ୍ ସେମାନଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.