fbpx

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ରାଜଧାନୀ ଉପକଣ୍ଠରେ ଫୁଟିଛି ଗୁଳି । ଜାଗମରାରେ ଗାଡ଼ି ପାର୍କିଂକୁ ନେଇ ପଡୋଶୀଙ୍କ ଖୁବ୍ ଜୋରରେ ଝଗଡ଼ା ହୋଇଥିଲା । ସାମାନ୍ୟ ବଚସାକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଥିଲା । ପଡ଼ୋଶୀଙ୍କ ମାଡ଼ରେ ଆହତ ଯୁବକ ଜଣକ ବ୍ଲାଙ୍କ୍ ଫାୟାରିଂ କରିଛନ୍ତି । ଯୁବକ ଜଣକ ୨ ରୁ୩ ରାଉଣ୍ଡ ବ୍ଲାଙ୍କ୍ ଫାୟାରିଂ କରିଛନ୍ତି । ସେ ଲାଇସେନ୍ସ ପିସ୍ତଲରୁ ଫାୟାର୍ କରିଥିବା ସୂଚନା ରହିଛି । ଏହି ମାମଲରେ ଦୁଇ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ଖଣ୍ଡଗିରି ପୋଲିସ୍ ।

Get real time updates directly on you device, subscribe now.