fbpx

ବଡ଼ ଘୋଷଣା, ଏଣିକି ସୈନିକ ସ୍କୁଲରେ ପଢ଼ିବେ ଝିଅ

ନୂଆଦିଲ୍ଲୀ: ୭୫ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଆଉ ଏକ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଣିକି ଦେଶର ସବୁ ସୈନିକ ସ୍କୁଲରେ ଛାତ୍ରୀ ପଢ଼ିପାରିବେ ବୋଲି ସେ କହିଛନ୍ତି । ପୂର୍ବରୁ ସୈନିକ ସ୍କୁଲରେ କେବଳ ଛାତ୍ରଙ୍କୁ ପଢ଼ିବାକୁ ଅନୁମତି ଥିଲା । ମଣିପୁରରେ ପରୀକ୍ଷାମୂଳକ ଭାବେ ପ୍ରଥମେ ଛାତ୍ରୀଙ୍କ ନାମ ଲେଖାଯାଇଥିଲା ।

Get real time updates directly on you device, subscribe now.